Advertisment

ପଥର ଖସିଲା ବଡ଼ଦେଉଳୁ!

ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା କେମିକାଲ ଯୁକ୍ତ ପ୍ଳାଷ୍ଟର। ପ୍ରାୟ ଦେଢ଼ କିଲୋଗ୍ରାମ ଓଜନର ଏହି କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା। ପ୍ଳାଷ୍ଟରଟିକୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।

author-image
Debendra Prusty
ପଥର ଖସିଲା ବଡ଼ଦେଉଳୁ!

bada deula

ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା କେମିକାଲ ଯୁକ୍ତ ପ୍ଳାଷ୍ଟର। ପ୍ରାୟ ଦେଢ଼ କିଲୋଗ୍ରାମ ଓଜନର ଏହି କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା। ପ୍ଳାଷ୍ଟରଟିକୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଛି।

Advertisment

Odisha Reporter Stone Falls Shree Mandira Jagannath Temple