ଟଳିଗଲା ଝଡ଼, ପୁଣି ବସିବ ଘର?

ସପ୍ତାହେ ତଳର ଷ୍ଟାର କଳି ଏବେ ସମାଧାନ ମୁହାଁ। ଆପଣାର ହେବାରେ ଲାଗିଛନ୍ତି ବାବୁସାନ ଓ ତୃପ୍ତିଙ୍କ ପରିବାର। ୨ଟି ପରିବାରର ମନ ଏବେ ଏକାଠି ହେବାରେ ଲାଗିଛି। ଆଶା କରାଯାଉଛି, ଦିନ କେଇଟା ପରେ ସ୍ୱାଭାବିକ ହୋଇଯିବ ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ ଜୀବନ। ବାବୁସାନଙ୍କ ଜନ୍ମଦିନ ପାଳନଠୁ ଆରମ୍ଭ କରି ଉଭୟ ପରିବାରର ପ୍ରତିକ୍ରିୟା, ଏବେ ଏଭଳି ଇସାରା କରୁଛି।