/odisha-reporter/media/post_attachments/uploads/2022/08/ghara.jpg)
ghara
ସପ୍ତାହେ ତଳର ଷ୍ଟାର କଳି ଏବେ ସମାଧାନ ମୁହାଁ। ଆପଣାର ହେବାରେ ଲାଗିଛନ୍ତି ବାବୁସାନ ଓ ତୃପ୍ତିଙ୍କ ପରିବାର। ୨ଟି ପରିବାରର ମନ ଏବେ ଏକାଠି ହେବାରେ ଲାଗିଛି। ଆଶା କରାଯାଉଛି, ଦିନ କେଇଟା ପରେ ସ୍ୱାଭାବିକ ହୋଇଯିବ ବାବୁସାନ-ତୃପ୍ତିଙ୍କ ଦାମ୍ପତ୍ୟ ଜୀବନ। ବାବୁସାନଙ୍କ ଜନ୍ମଦିନ ପାଳନଠୁ ଆରମ୍ଭ କରି ଉଭୟ ପରିବାରର ପ୍ରତିକ୍ରିୟା, ଏବେ ଏଭଳି ଇସାରା କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
