କୁନି ଝିଅ ମାମାରୁ ଯଲିଉଡ଼୍‌ ଅଭିନେତ୍ରୀ ମାମା

ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ ଗୋଡ଼ କାଢ଼ିବାକୁ ବାଧ୍ୟ କରିଥିଲା ପରିସ୍ଥିତି। ଘରୁ ଲୁଚି କରି ଚାଲି ଆସିଥିଲେ ଗାଁରେ ପଡ଼ିଥିବା ଯାତ୍ରା ପାର୍ଟିର ଗାଡ଼ିରେ। ଏ ହେଉଛନ୍ତି ଭଦ୍ରକ ବାସୁଦେବପୁରର ଯାତ୍ରା ଅଭିନେତ୍ରୀ ମାମା ପାଣିଗ୍ରାହୀ। ଦେଖନ୍ତୁ କିପରି ଥିଲା ତାଙ୍କ ସଂଘର୍ଷର କାହାଣୀ