ଅଦ୍ୟତନ ହୋଇଛି
sddefault (1)
Advertisment
ଧୂଳି ଖେଳିବା ବୟସରେ ପରିବାରକୁ ପର କରି ଘରୁ ଗୋଡ଼ କାଢ଼ିବାକୁ ବାଧ୍ୟ କରିଥିଲା ପରିସ୍ଥିତି। ଘରୁ ଲୁଚି କରି ଚାଲି ଆସିଥିଲେ ଗାଁରେ ପଡ଼ିଥିବା ଯାତ୍ରା ପାର୍ଟିର ଗାଡ଼ିରେ। ଏ ହେଉଛନ୍ତି ଭଦ୍ରକ ବାସୁଦେବପୁରର ଯାତ୍ରା ଅଭିନେତ୍ରୀ ମାମା ପାଣିଗ୍ରାହୀ। ଦେଖନ୍ତୁ କିପରି ଥିଲା ତାଙ୍କ ସଂଘର୍ଷର କାହାଣୀ
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/02/sddefault-1-2.jpg)