ଗୁହାଳରେ ଜନ୍ମ ହୋଇଥିଲେ ପ୍ରଭୁ ଯୀଶୁ

କୁହାଯାଏ ଈଶ୍ୱର ନିଜ ସନ୍ତାନଙ୍କୁ ପୃଥିବୀ ପୃଷ୍ଠକୁ ପଠାଇବା ପାଇଁ ନିଜେ ବାଛିଥିଲେ ମରିଅମ ବା ମେରୀଙ୍କୁ। ପ୍ରଭୁ ଯୀଶୁଙ୍କ ଜନ୍ମ କେଉଁଠି ହୋଇଥିଲା ଏବଂ ପରେ ସେ କିପରି ଈଶ୍ୱରୀୟ ସତ୍ତା ପାଲଟି ଯାଇଥିଲେ ଜାଣନ୍ତୁ ପୂରା କାହାଣୀ।