Advertisment

ଗୁରୁଙ୍କୁ ହତ୍ୟା କଲା ଶିଷ୍ୟ

ଜଙ୍ଗଲ ଭିତରେ ଜହ୍ଳାଦ। ହତ୍ୟାକାଣ୍ଡର ଗୋଟି ଗୋଟି ଦୃଶ୍ୟକୁ ବେଧଡକ ବଖାଣୁଛି ହତ୍ୟାକାରୀ। ଏ ହେଉଛି ବେଲପଡ଼ା ଥାନା ତଅଁଳା ଗାଁ ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ହେମନ୍ତ ପୁଟି  ପୋଲିସ ଆଗରେ ବୀଭତ୍ସ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରୁଛି ସୈତାନ ଶିଷ୍ୟ।

author-image
Debendra Prusty
ଗୁରୁଙ୍କୁ ହତ୍ୟା କଲା ଶିଷ୍ୟ

murder

ଜଙ୍ଗଲ ଭିତରେ ଜହ୍ଳାଦ। ହତ୍ୟାକାଣ୍ଡର ଗୋଟି ଗୋଟି ଦୃଶ୍ୟକୁ ବେଧଡକ ବଖାଣୁଛି ହତ୍ୟାକାରୀ। ଏ ହେଉଛି ବେଲପଡ଼ା ଥାନା ତଅଁଳା ଗାଁ ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ହେମନ୍ତ ପୁଟି  ପୋଲିସ ଆଗରେ ବୀଭତ୍ସ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରୁଛି ସୈତାନ ଶିଷ୍ୟ।

Advertisment

Murder Teacher Killed