murder
Advertisment
ଜଙ୍ଗଲ ଭିତରେ ଜହ୍ଳାଦ। ହତ୍ୟାକାଣ୍ଡର ଗୋଟି ଗୋଟି ଦୃଶ୍ୟକୁ ବେଧଡକ ବଖାଣୁଛି ହତ୍ୟାକାରୀ। ଏ ହେଉଛି ବେଲପଡ଼ା ଥାନା ତଅଁଳା ଗାଁ ଟେଲର ମାଷ୍ଟର ପୁରୁଷୋତ୍ତମ ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ହେମନ୍ତ ପୁଟି ପୋଲିସ ଆଗରେ ବୀଭତ୍ସ ହତ୍ୟାକାଣ୍ଡର ସିନ ରିକ୍ରିଏସନ କରୁଛି ସୈତାନ ଶିଷ୍ୟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/murder-1.jpg)