Advertisment

ଖସି ପଡ଼ିଲେ କଥା ସରିଲା

ଏ ଦୃଶ୍ୟ ଯିଏ ବି ଦେଖିବେ, ଛାତିରେ ଛନକା ପଶିବ। ଯେଉଁ ଝୁଲା ପୋଲ ଦେଇ ଗାଁ ଲୋକେ ଯିବାକୁ ଭୟ କରୁଛନ୍ତି, ସେଇ ଝୁଲା ପୋଲ ଅତିକ୍ରମ କରି କୁନି କୁନି ପିଲାମାନେ ପାଠ ପଢ଼ିବା ପାଇଁ ଆସୁଛନ୍ତି। ଏକଥା କହିଲେ ବୋଧେ ଭୁଲ ହେବନି, ଜୀବନକୁ ବାଜି ଲଗାଇ ଭବିଷ୍ୟତ ଗଢ଼ିବାକୁ ଆସୁଛନ୍ତି କୋମଳମତୀ ଶିଶୁମାନେ। ଏଇ କେଉଁ ବାହାର ରାଜ୍ୟର ଦୃଶ୍ୟ ନୁହେଁ, ଓଡିଶାର କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର ଟପେରିକିଆ […]

author-image
Debendra Prusty
ଅଦ୍ୟତନ ହୋଇଛି
ଖସି ପଡ଼ିଲେ କଥା ସରିଲା

jhulapola

ଏ ଦୃଶ୍ୟ ଯିଏ ବି ଦେଖିବେ, ଛାତିରେ ଛନକା ପଶିବ। ଯେଉଁ ଝୁଲା ପୋଲ ଦେଇ ଗାଁ ଲୋକେ ଯିବାକୁ ଭୟ କରୁଛନ୍ତି, ସେଇ ଝୁଲା ପୋଲ ଅତିକ୍ରମ କରି କୁନି କୁନି ପିଲାମାନେ ପାଠ ପଢ଼ିବା ପାଇଁ ଆସୁଛନ୍ତି। ଏକଥା କହିଲେ ବୋଧେ ଭୁଲ ହେବନି, ଜୀବନକୁ ବାଜି ଲଗାଇ ଭବିଷ୍ୟତ ଗଢ଼ିବାକୁ ଆସୁଛନ୍ତି କୋମଳମତୀ ଶିଶୁମାନେ। ଏଇ କେଉଁ ବାହାର ରାଜ୍ୟର ଦୃଶ୍ୟ ନୁହେଁ, ଓଡିଶାର କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର ଟପେରିକିଆ ଗାଁର ଦୃଶ୍ୟ।

Advertisment

Dangerous Bridge Hanging Bridge