Advertisment

ସ୍କୁଲରେ ପୋଷ୍ଟରମରା ତାଲିମ!

ଭାତ ଖାଆ, ପୋଷ୍ଟର ମାର, ଘରକୁ ଯାଅ। ଘରେ ବାପା ପଚାରିବେ ବାବୁରେ ଆଜି କଣ ପଢ଼ିଲୁ? ପୁଅ କହିବ ହକି ବିଷୟରେ ପଢ଼ିଲି। ବାପା ପଚାରିବେ କହିଲୁ ହକିରେ କେତେ ଜଣେ ଖେଳନ୍ତି? ପୁଅ କହିବ ନା ନା ହକି ବିଶ୍ୱକପ ଆସୁଛି ତ ପୋଷ୍ଟର ମାରିବା ଶିଖିଲୁ।

author-image
Debendra Prusty
ସ୍କୁଲରେ ପୋଷ୍ଟରମରା ତାଲିମ!

poster

ଭାତ ଖାଆ, ପୋଷ୍ଟର ମାର, ଘରକୁ ଯାଅ। ଘରେ ବାପା ପଚାରିବେ ବାବୁରେ ଆଜି କଣ ପଢ଼ିଲୁ? ପୁଅ କହିବ ହକି ବିଷୟରେ ପଢ଼ିଲି। ବାପା ପଚାରିବେ କହିଲୁ ହକିରେ କେତେ ଜଣେ ଖେଳନ୍ତି? ପୁଅ କହିବ ନା ନା ହକି ବିଶ୍ୱକପ ଆସୁଛି ତ ପୋଷ୍ଟର ମାରିବା ଶିଖିଲୁ।

Advertisment

Naveen Patnaik Hockey World Cup School Students