ସ୍କୁଲରେ ପୋଷ୍ଟରମରା ତାଲିମ!

ଭାତ ଖାଆ, ପୋଷ୍ଟର ମାର, ଘରକୁ ଯାଅ। ଘରେ ବାପା ପଚାରିବେ ବାବୁରେ ଆଜି କଣ ପଢ଼ିଲୁ? ପୁଅ କହିବ ହକି ବିଷୟରେ ପଢ଼ିଲି। ବାପା ପଚାରିବେ କହିଲୁ ହକିରେ କେତେ ଜଣେ ଖେଳନ୍ତି? ପୁଅ କହିବ ନା ନା ହକି ବିଶ୍ୱକପ ଆସୁଛି ତ ପୋଷ୍ଟର ମାରିବା ଶିଖିଲୁ।

poster

Debendra Prusty
  • Published: Wednesday, 21 December 2022
  • , Updated: 21 December 2022, 03:54 PM IST

ଭାତ ଖାଆ, ପୋଷ୍ଟର ମାର, ଘରକୁ ଯାଅ। ଘରେ ବାପା ପଚାରିବେ ବାବୁରେ ଆଜି କଣ ପଢ଼ିଲୁ? ପୁଅ କହିବ ହକି ବିଷୟରେ ପଢ଼ିଲି। ବାପା ପଚାରିବେ କହିଲୁ ହକିରେ କେତେ ଜଣେ ଖେଳନ୍ତି? ପୁଅ କହିବ ନା ନା ହକି ବିଶ୍ୱକପ ଆସୁଛି ତ ପୋଷ୍ଟର ମାରିବା ଶିଖିଲୁ।

https://youtu.be/MDEfonaHDNU

Related story