Advertisment

ଛାତ୍ରଛାତ୍ରୀ ନା କଏଦୀ?

ଏକଥା କହିଲେ ବୋଧେ ଭୁଲ୍ ହେବ ନାହିଁ, ସ୍କୁଲ ଛାତ୍ରଛାତ୍ରୀଙ୍କୁ କଏଦୀଙ୍କ ଭଳି ବ୍ୟବହାର କରୁଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ। ଏକଥା ଆମେ ଏଥିପାଇଁ କହିଲୁ, ଯେମିତି ଜେଲରେ କଏଦୀମାନେ କାମ କରିବା ସମୟରେ ହାତରେ ବାଡ଼ି ଧରି ଜେଲର କର୍ମଚାରୀମାନେ ପ୍ରହାର ଦେଉଥାଆନ୍ତି ଆଉ କାମରେ ଖିଲାପ କଲେ ଜେଲର କର୍ମଚାରୀ କଏଦୀଙ୍କ ଉପରେ ପ୍ରହାର ଦିଅନ୍ତି, ଠିକ ସେମିତି ଘଟଣା ଆପଣଙ୍କ ସାମ୍ନାରେ ଘଟୁଛି।

ଛାତ୍ରଛାତ୍ରୀ ନା କଏଦୀ?

kaedi

Odisha Prisoners Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe