/odisha-reporter/media/post_attachments/uploads/2021/01/aska-PKG-TH.jpg)
aska PKG TH
ମନ୍ଦିରରେ ଠାକୁରଙ୍କୁ ଲାଗୁଥିବା ଫୁଲ ବାସି ହୋଇଯିବା ପରେ ତାକୁ ସଂଗ୍ରହ କରି କାଗଜ ଟୁକୁରାର ସହାୟତାରେ ଶିବାନୀ ପ୍ରସ୍ତୁତ କରନ୍ତି ଧୂପକାଠୀ। ଉଚ୍ଚ ଶିକ୍ଷା ଓ ଚାକିରୀ ପାଇଁ ଦୁର୍ବଳତା ନ ରଖି ନିଜେ କିଛି କରି ଦେଖାଇବାର ଏହି ଝୁଙ୍କ୍ ଯୋଗୁଁ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ଯୁବ ଉଦ୍ୟୋଗୀ ଶିବାନୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
