Advertisment

ରଙ୍ଗ ବଦଳାଉଥିବା ଆମ୍ବ!

ସୁଗର ଫ୍ରି ଆମ୍ବ, ତାହା ପୁଣି ରଙ୍ଗ ବଦଳାଉଛି! ଖାଇବାକୁ ଲାଗିବ ମିଠା, ସାଧାରଣ ଆମ୍ବ ଭଳି ହେଲେ ଏହାକୁ ଖାଇଲେ ଆପଣଙ୍କୁ ହେବନି ମଧୁମେହ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା! ବାଇଗଣପଲି, ଆମ୍ରପଲି, କଲମି ଭଳି ଅନେକ ଆମ୍ବ ଆପଣ ଶୁଣିଥିଲେ, ହେଲେ କେବେ ଭାବିଛନ୍ତି ସୁଗର ଫ୍ରି ଆମ୍ବ କଥା! ବିହାର ମୁଜାଫରପୁର ଚାଷୀ ଭୂଷଣ ସିଂ ଏବେ ଫଳାଇଛନ୍ତି ଏଭଳି କିଛି ଆମ୍ବ।

author-image
Debendra Prusty
ରଙ୍ଗ ବଦଳାଉଥିବା ଆମ୍ବ!

amba

ସୁଗର ଫ୍ରି ଆମ୍ବ, ତାହା ପୁଣି ରଙ୍ଗ ବଦଳାଉଛି! ଖାଇବାକୁ ଲାଗିବ ମିଠା, ସାଧାରଣ ଆମ୍ବ ଭଳି ହେଲେ ଏହାକୁ ଖାଇଲେ ଆପଣଙ୍କୁ ହେବନି ମଧୁମେହ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ନା! ବାଇଗଣପଲି, ଆମ୍ରପଲି, କଲମି ଭଳି ଅନେକ ଆମ୍ବ ଆପଣ ଶୁଣିଥିଲେ, ହେଲେ କେବେ ଭାବିଛନ୍ତି ସୁଗର ଫ୍ରି ଆମ୍ବ କଥା! ବିହାର ମୁଜାଫରପୁର ଚାଷୀ ଭୂଷଣ ସିଂ ଏବେ ଫଳାଇଛନ୍ତି ଏଭଳି କିଛି ଆମ୍ବ।

Advertisment

Color Changing Mango Sugar Free Mango