କାର୍ଡ ନା ଫାର୍ଡ ?

ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ବିଜେଡି ଦଳ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ ଦଳିୟ ମନ୍ତ୍ରୀ ମାନଙ୍କ ସହ ବଣ୍ଟନ କରୁଛନ୍ତି । ଏନେଇ ଲୋକମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଲାଣି।