କଟକଣାରେ କେତେ କଣା ?

ଓମିକ୍ରନ୍ ପାଇଁ ରାଜ୍ୟ ସରକାର ଜାନୁଆରୀ କଟକଣା ଜାରି କରିଛନ୍ତି। କିନ୍ତୁ ଏହି କଟକଣାରେ ଅନେକ କଣା ଥିବା ଲୋକ କହୁଛନ୍ତି। ଏସଆରସି ଜାରି କରିଥିବା ନିର୍ଦ୍ଦେଶନାମାରେ କାହାକୁ ପୁରା ଟାଇଟ୍ କରିଦିଆଯାଇଛି ତ ଆଉ କାହାକୁ ଅନେକ ଛୁଟ୍ ଦିଆଯାଇଛି। ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍ “ କଟକଣା କେତେ କଣା” ।