/odisha-reporter/media/post_attachments/uploads/2021/11/hqdefault.jpg)
hqdefault
ବାରିପଦା ଠାରୁ କୁଚିଣ୍ଡା ପର୍ଯ୍ୟନ୍ତ ଚାରିଆଡ଼େ ବିଜେଡିର ଦାଦାଗିରିର ସ୍ୱର। ମମିତା ମେହେରଙ୍କ ଭଳି ମାମଲା କେତେବେଳେ ଛାତି ଥରାଇ ଦେଉଛି ତ ଆଉ କେତେବେଳେ ସରକାରୀ ଦଳକୁ ଅତ୍ୟଧିକ କ୍ଷମତା ଅନ୍ଧ କରିଦେଉଛି। ଅତି ଖର୍ବେ ହତା ଲଙ୍କା ଭଳି ହୋଇଯିବ ନାହିଁତ ଏମାନଙ୍କ ଅବସ୍ଥା ? ଏଥରର ଶୁଣନ୍ତୁ ସିଏମ୍ରେ ଦେଖନ୍ତୁ ''ଅତି ଦର୍ପେ ହତା ଲଙ୍କା'' ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
