ଅତି ଦର୍ପେ ହତା ଲଙ୍କା

ବାରିପଦା ଠାରୁ କୁଚିଣ୍ଡା ପର୍ଯ୍ୟନ୍ତ ଚାରିଆଡ଼େ ବିଜେଡିର ଦାଦାଗିରିର ସ୍ୱର। ମମିତା ମେହେରଙ୍କ ଭଳି ମାମଲା କେତେବେଳେ ଛାତି ଥରାଇ ଦେଉଛି ତ ଆଉ କେତେବେଳେ ସରକାରୀ ଦଳକୁ ଅତ୍ୟଧିକ କ୍ଷମତା ଅନ୍ଧ କରିଦେଉଛି। ଅତି ଖର୍ବେ ହତା ଲଙ୍କା ଭଳି ହୋଇଯିବ ନାହିଁତ ଏମାନଙ୍କ ଅବସ୍ଥା ? ଏଥରର ଶୁଣନ୍ତୁ ସିଏମ୍‌ରେ ଦେଖନ୍ତୁ ”ଅତି ଦର୍ପେ ହତା ଲଙ୍କା” ।

hqdefault

Manasi Mohapatra
  • Published: Saturday, 06 November 2021
  • , Updated: 06 November 2021, 04:47 PM IST

ବାରିପଦା ଠାରୁ କୁଚିଣ୍ଡା ପର୍ଯ୍ୟନ୍ତ ଚାରିଆଡ଼େ ବିଜେଡିର ଦାଦାଗିରିର ସ୍ୱର। ମମିତା ମେହେରଙ୍କ ଭଳି ମାମଲା କେତେବେଳେ ଛାତି ଥରାଇ ଦେଉଛି ତ ଆଉ କେତେବେଳେ ସରକାରୀ ଦଳକୁ ଅତ୍ୟଧିକ କ୍ଷମତା ଅନ୍ଧ କରିଦେଉଛି। ଅତି ଖର୍ବେ ହତା ଲଙ୍କା ଭଳି ହୋଇଯିବ ନାହିଁତ ଏମାନଙ୍କ ଅବସ୍ଥା ? ଏଥରର ଶୁଣନ୍ତୁ ସିଏମ୍‌ରେ ଦେଖନ୍ତୁ ''ଅତି ଦର୍ପେ ହତା ଲଙ୍କା'' ।

https://www.youtube.com/watch?v=35nS1aXXZLI

Related story