Advertisment

ଭୋଟରଙ୍କୁ ଲାଞ୍ଚୁଆ କରୁଛି କିଏ ?

ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି ରାଜ୍ୟ ସରକାର। ଆଉ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିଧାସଳଖ ଲୋକଙ୍କୁ ବାଣ୍ଟୁଛନ୍ତି ଟଙ୍କା। ତେବେ ନିର୍ବାଚନ ପୂର୍ବରୁ ଏହି ଗୁଡିକୁ କାହିଁକି କରାଯାଉନି ? ଭୋଟ ଉପରେ ରହିଛି କି ସରକାରୀ ଦଳର ଆଖି, ଦେଖନ୍ତୁ ଏଥର ‘ଶୁଣନ୍ତୁ ସିଏମ୍’ ‘ଭୋଟରଙ୍କୁ ଲାଞ୍ଚୁଆ କରୁଛି କିଏ’ ?

author-image
Manasi Mohapatra
ଭୋଟରଙ୍କୁ ଲାଞ୍ଚୁଆ କରୁଛି କିଏ ?

hqdefault (3) (1)

ଯୋଜନା ପରେ ଯୋଜନା ଘୋଷଣା କରୁଛନ୍ତି ରାଜ୍ୟ ସରକାର। ଆଉ ଏବେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସିଧାସଳଖ ଲୋକଙ୍କୁ ବାଣ୍ଟୁଛନ୍ତି ଟଙ୍କା। ତେବେ ନିର୍ବାଚନ ପୂର୍ବରୁ ଏହି ଗୁଡିକୁ କାହିଁକି କରାଯାଉନି ? ଭୋଟ ଉପରେ ରହିଛି କି ସରକାରୀ ଦଳର ଆଖି, ଦେଖନ୍ତୁ ଏଥର ‘ଶୁଣନ୍ତୁ ସିଏମ୍’ ‘ଭୋଟରଙ୍କୁ ଲାଞ୍ଚୁଆ କରୁଛି କିଏ’ ?

Advertisment

Odisha Odisha Reporter Naveen Patanaik Sunantu Cm