ଏଥରର ଶୁଣନ୍ତୁ ସିଏମ – ‘5ଟି ଫାର୍ସ’

5-tକୁ ସର୍ବାନ୍ତକରଣରେ ଲାଗୁ କରିଛନ୍ତି କି ସରକାର? ମ୍ୟାନେଜମେଣ୍ଟ କୋର୍ସର ପୁରୁଣା ଫଣ୍ଡାକୁ ଆଣି ଥୋପି ଦେଇଛନ୍ତି କି ବିଜେଡି ସରକାର? ମୋ ସରକାରକୁ ନେଇ କ’ଣ କହୁଛନ୍ତି ସାଧାରଣ ଲୋକ ଓ ପୂର୍ବତନ ସରକାରୀ ବଡ଼ବାବୁ? ଦେଖନ୍ତୁ ଏଥରର ଶୁଣନ୍ତୁ ସିଏମ୍ 5-t ଫାର୍ସ…