Advertisment

କହିଲେ ରାଷ୍ଟ୍ରପତି, ମାନିଲେ ସୁପ୍ରିମକୋର୍ଟ

ଛୋଟ ଅପରାଧରେ ଯେଉଁ କଏଦୀମାନେ ଜେଲରେ ସଜା କାଟୁଛନ୍ତି ସେମାନଙ୍କ ବିଷୟରେ ରିପୋର୍ଟ ମାଗିଛନ୍ତି ସୁପ୍ରିମ କୋର୍ଟ। ଏନେଇ ୧୫ ଦିନ ମଧ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣକୁ ରିପୋର୍ଟ ଦେବା ଲାଗି ଜେଲ ଅଧିକାରୀମାନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ଦିଗରେ କିଛି କରିବାକୁ ନ୍ୟାୟପାଳିକାକୁ ଆହ୍ୱାନ ଦେଇଥିଲେ।

author-image
Debendra Prusty
କହିଲେ ରାଷ୍ଟ୍ରପତି, ମାନିଲେ ସୁପ୍ରିମକୋର୍ଟ

droupadi

ଛୋଟ ଅପରାଧରେ ଯେଉଁ କଏଦୀମାନେ ଜେଲରେ ସଜା କାଟୁଛନ୍ତି ସେମାନଙ୍କ ବିଷୟରେ ରିପୋର୍ଟ ମାଗିଛନ୍ତି ସୁପ୍ରିମ କୋର୍ଟ। ଏନେଇ ୧୫ ଦିନ ମଧ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣକୁ ରିପୋର୍ଟ ଦେବା ଲାଗି ଜେଲ ଅଧିକାରୀମାନଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏ ଦିଗରେ କିଛି କରିବାକୁ ନ୍ୟାୟପାଳିକାକୁ ଆହ୍ୱାନ ଦେଇଥିଲେ।

Advertisment

Supreme Court Droupadi Murmu President Of India Minor Crimes