ବୈଧ ହେଲା ଅବିବାହିତାଙ୍କ ଗର୍ଭପାତ

ବୈଧ ହେଲା ଅବିବାହିତା ଝିଅଙ୍କ ଗର୍ଭପାତ। ସୁପ୍ରିମକୋର୍ଟ ଦେଇଛନ୍ତି ଐତିହାସିକ ରାୟ। ଗର୍ଭପାତ ପାଇଁ ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ରହିବନାହିଁ କୌଣସି ପାର୍ଥକ୍ୟ। ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ। ସ୍ତ୍ରୀର ଇଚ୍ଛା ବିରୋଧରେ ସ୍ୱାମୀ ସହବାସ କରିବା ଧର୍ଷଣ ଅପରାଧ ଭାବେ ବିବେଚିତ ହେବ ଏବଂ ସେ କ୍ଷେତ୍ରରେ ସ୍ତ୍ରୀର ରହିବ ଗର୍ଭନଷ୍ଟର ଅଧିକାର।