Advertisment

ବୈଧ ହେଲା ଅବିବାହିତାଙ୍କ ଗର୍ଭପାତ

ବୈଧ ହେଲା ଅବିବାହିତା ଝିଅଙ୍କ ଗର୍ଭପାତ। ସୁପ୍ରିମକୋର୍ଟ ଦେଇଛନ୍ତି ଐତିହାସିକ ରାୟ। ଗର୍ଭପାତ ପାଇଁ ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ରହିବନାହିଁ କୌଣସି ପାର୍ଥକ୍ୟ। ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ। ସ୍ତ୍ରୀର ଇଚ୍ଛା ବିରୋଧରେ ସ୍ୱାମୀ ସହବାସ କରିବା ଧର୍ଷଣ ଅପରାଧ ଭାବେ ବିବେଚିତ ହେବ ଏବଂ ସେ କ୍ଷେତ୍ରରେ ସ୍ତ୍ରୀର ରହିବ ଗର୍ଭନଷ୍ଟର ଅଧିକାର।

ବୈଧ ହେଲା ଅବିବାହିତାଙ୍କ ଗର୍ଭପାତ

abortion

Advertisment

ବୈଧ ହେଲା ଅବିବାହିତା ଝିଅଙ୍କ ଗର୍ଭପାତ। ସୁପ୍ରିମକୋର୍ଟ ଦେଇଛନ୍ତି ଐତିହାସିକ ରାୟ। ଗର୍ଭପାତ ପାଇଁ ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ରହିବନାହିଁ କୌଣସି ପାର୍ଥକ୍ୟ। ପାର୍ଥକ୍ୟ ସୃଷ୍ଟି କରିବା ଅସାମ୍ବିଧାନିକ। ସ୍ତ୍ରୀର ଇଚ୍ଛା ବିରୋଧରେ ସ୍ୱାମୀ ସହବାସ କରିବା ଧର୍ଷଣ ଅପରାଧ ଭାବେ ବିବେଚିତ ହେବ ଏବଂ ସେ କ୍ଷେତ୍ରରେ ସ୍ତ୍ରୀର ରହିବ ଗର୍ଭନଷ୍ଟର ଅଧିକାର।

Advertisment

Abortion Of Unmarried Girls Abortion Right Supreme Court Verdict On Abortion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe