ସୁର ସାମ୍ରାଜ୍ୟର ସମାପ୍ତି!

ସୁର ସାମ୍ରାଜ୍ୟରେ ବୁଲିଲା ବୁଲଡୋଜର। ଧରାଶାୟୀ ହେଲା ବହୁ ଚର୍ଚ୍ଚିତ ଅଚ୍ୟୁତ ନଗର। ଆଶ୍ରମ ପରିସରରେ ଗଢ଼ି ଉଠିଥିବା ବେଆଇନ୍‌ କୋଠାଗୁଡ଼ିକୁ ମାଟିରେ ମିଶାଲା ବିଡିଏ।