ମାଛ କିଲୋ କେତେ?

ମାଛ କିଣିଲେ ସୁର ରାଉତରାୟ। ମୁଣ୍ତୁଳିରେ କଂଗ୍ରେସ ବିଧାୟକ ସୁର ରାଉତରାୟ। ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ସହ ମାଛ କିଣିଲେ।