Advertisment

ଦାମଙ୍କୁ ଦେଖିଲା ପରେ କାନ୍ଦିଲେ ସୁର

ଦାମଙ୍କୁ ଦେଖିଲା ପରେ କାନ୍ଦିଲେ ସୁର। ‘ଦାମ ରାଉତ ମୋ ବଡ ଭାଇ। ଆମେ ଲୋକଙ୍କ କାମ କରିବାକୁ ଆସିଛୁ। ଦଳ ମତ ନିର୍ବିଶେଷରେ ଆମେ ମିଶିକି ଲୋକଙ୍କ କାମ କରୁ।’ ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ସୁ ରାଉତରାୟ।

author-image
Debendra Prusty
ଦାମଙ୍କୁ ଦେଖିଲା ପରେ କାନ୍ଦିଲେ ସୁର

dama rout

ଦାମଙ୍କୁ ଦେଖିଲା ପରେ କାନ୍ଦିଲେ ସୁର। 'ଦାମ ରାଉତ ମୋ ବଡ ଭାଇ। ଆମେ ଲୋକଙ୍କ କାମ କରିବାକୁ ଆସିଛୁ। ଦଳ ମତ ନିର୍ବିଶେଷରେ ଆମେ ମିଶିକି ଲୋକଙ୍କ କାମ କରୁ।' ଶୁଣନ୍ତୁ ଏନେଇ କଣ କହୁଛନ୍ତି କଂଗ୍ରେସ ବିଧାୟକ ସୁ ରାଉତରାୟ।

Advertisment

Odisha Politics Sura Routray Dama Raout