/odisha-reporter/media/post_attachments/uploads/2022/12/naba-das.jpg)
naba das
ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ସଙ୍ଘ ପକ୍ଷରୁ ନିର୍ମିତ ହେବାକୁ ଥିବା ଜିଲ୍ଲା ଏଡ଼ମିନିଷ୍ଟ୍ରେଟିଭ ବିଲ୍ଡିଂକୁ ଶିଳାନ୍ୟାସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ସମ୍ମାନିତ ଅତିଥି ଭାବେ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଏହି ସମୟରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ। ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହୁଥିବା ବେଳେ ସାଂସଦ ସୁରେଶ ପୂଜାରୀ ହସୁଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
