/odisha-reporter/media/post_attachments/uploads/2021/11/maxresdefault-1-1.jpg)
maxresdefault (1) (1)
ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଭାରତର ବିଶ୍ୱକପ ଆଶାକୁ ଧୋଇ ଦେଲେ. ଦୁଇଟି ଯାକ ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ ଜାରି ରଖିଛି. ପଏଣ୍ଟ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ବିଶ୍ୱର ଏହି ଶ୍ରେଷ୍ଠ ଟିମ . ଭାରତର ନେଟ ରନ୍ ରେଟ ସ୍କୋର 1.609 ରହିଛି.
Advertisment
/odisha-reporter/media/post_attachments/uploads/2021/11/maxresdefault-1-1.jpg)
maxresdefault (1) (1)