କିଏ ହେବ ମୁଖିଆ ?

ଗର୍ବରେ ଫାଟିପଡ଼ୁଛନ୍ତି ତାଲିବାନୀ ଆତଙ୍କୀ। ଅହଙ୍କାରରେ ପାଦ ତଳେ ଲାଗୁନି। ବନ୍ଧୁକ ମୁନରେ ପିନ୍ଧିଛନ୍ତି ବିଜୟର ମୁକୁଟ। ଆଫଗାନରେ ସରକାର ଗଢ଼ିବାକୁ ହେଲେଣି ସଜବାଜ। ଦୀର୍ଘ 20 ବର୍ଷର ଲଢ଼େଇରେ ପୂର୍ଣ୍ଣଚ୍ଛେଦ ଟାଣି ବାଇଡେନ୍ ସରକାର ଆଫଗାନିସ୍ତାନକୁ ତାଲିବାନ ହାତରେ ଟେକିଦେଇଗଲେ।