/odisha-reporter/media/post_attachments/uploads/2021/09/maxresdefault-2-1.jpg)
maxresdefault (2) (1)
ଗର୍ବରେ ଫାଟିପଡ଼ୁଛନ୍ତି ତାଲିବାନୀ ଆତଙ୍କୀ। ଅହଙ୍କାରରେ ପାଦ ତଳେ ଲାଗୁନି। ବନ୍ଧୁକ ମୁନରେ ପିନ୍ଧିଛନ୍ତି ବିଜୟର ମୁକୁଟ। ଆଫଗାନରେ ସରକାର ଗଢ଼ିବାକୁ ହେଲେଣି ସଜବାଜ। ଦୀର୍ଘ 20 ବର୍ଷର ଲଢ଼େଇରେ ପୂର୍ଣ୍ଣଚ୍ଛେଦ ଟାଣି ବାଇଡେନ୍ ସରକାର ଆଫଗାନିସ୍ତାନକୁ ତାଲିବାନ ହାତରେ ଟେକିଦେଇଗଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
