ଭାରତ, ପାକିସ୍ତାନକୁ ନେଇ ତାଲିବାନ ଦେଲା ବଡ ବୟାନ

ସର୍ବଦଳୀୟ ବୈଠକରେ ସ୍ଥିତି ନେଇ ଅବଗତ କଲେ ବୈଦେଶିକ ମନ୍ତ୍ରୀ। କଥା ବଦଳାଉଛି ତାଲିବାନ କଥା ଦେଇ କଥା ରଖି ନାହିଁ । ଆଫଗାନିସ୍ତାନରେ ପରିସ୍ଥିତି ଜଟିଳ . ଦୋହାରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରି ନାହିଁ ।