/odisha-reporter/media/post_attachments/uploads/2023/01/oerc.jpg)
oerc
ଓଡ଼ିଶାରୁ ଯାଉଛି ବିଜୁଳି, ଓଡ଼ିଶାଠାରୁ ବି ଶସ୍ତାରେ ପାଉଛି ତାମିଲନାଡୁ। ତାଳଚେର ତାପଜ ପ୍ଲାଣ୍ଟରୁ ଅଧିକ ରେଟରେ ବିଜୁଳି କିଣୁଛି ଗ୍ରୀଡ଼କୋ। ତାମିଲନାଡୁ ତୁଳନାରେ ଓଡ଼ିଶାର ଗ୍ରୀଡ଼କୋ ଅଧିକ ୩୦ ପଇସାରେ କିଣୁଛି! ଓଡ଼ିଶାର ବିଜୁଳି, ହେଲେ ତାମିଲନାଡୁର ଗ୍ରାହକ ଶସ୍ତାରେ ପାଇବ ବିଜୁଳି। କେମିତି ଆଖି ବୁଜିଦେଲେ ଓଇଆରସି- ରାଜ୍ୟ ବିଦ୍ୟୁତ ନିୟାମକ କମିଶନ ଓ ଓଡ଼ିଶା ସରକାର?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
