Advertisment

ଓଡ଼ିଶାର ବିଜୁଳି, ଓଡ଼ିଶାଠାରୁ ବି ଶସ୍ତାରେ କିଣୁଛି ତାମିଲନାଡୁ!

ଓଡ଼ିଶାରୁ ଯାଉଛି ବିଜୁଳି, ଓଡ଼ିଶାଠାରୁ ବି ଶସ୍ତାରେ ପାଉଛି ତାମିଲନାଡୁ। ତାଳଚେର ତାପଜ ପ୍ଲାଣ୍ଟରୁ ଅଧିକ ରେଟରେ ବିଜୁଳି କିଣୁଛି ଗ୍ରୀଡ଼କୋ। ତାମିଲନାଡୁ ତୁଳନାରେ ଓଡ଼ିଶାର ଗ୍ରୀଡ଼କୋ ଅଧିକ ୩୦ ପଇସାରେ କିଣୁଛି! ଓଡ଼ିଶାର ବିଜୁଳି, ହେଲେ ତାମିଲନାଡୁର ଗ୍ରାହକ ଶସ୍ତାରେ ପାଇବ ବିଜୁଳି। କେମିତି ଆଖି ବୁଜିଦେଲେ ଓଇଆରସି- ରାଜ୍ୟ ବିଦ୍ୟୁତ ନିୟାମକ କମିଶନ ଓ ଓଡ଼ିଶା ସରକାର?

oerc

Tamilnadu Oerc Gridco Odisha Power Rate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe