Advertisment

କିଏ ଦେବ ଲୁହର ମୂଲ ?

2021 ଦେଖିଛି ଜଣେ ବୋହୂର ଲଢ଼େଇ। ସ୍ବାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦ, ଘରର ଏରୁଣ୍ଡି ବନ୍ଧ ଡେଇଁ ଦେଶ ବିଦେଶରେ ପହଞ୍ଚିଲା । ବହୁ ଲୋକ, ବୁହୁ କଥା କହିଲେ। ନିନ୍ଦା ଅପମାନକୁ ପଛରେ ପକାଇ ସ୍ତ୍ରୀ ଅଧିକାର ଦାବିରେ ସ୍ବାମୀଙ୍କ ଦୁଆରେ ଅଡି ବସିଛନ୍ତି ଜଣେ ମହିଳା। ନୂଆବର୍ଷରେ ସମସ୍ତେ ନିଜ ନିଜ ବନ୍ଧୁ ପରିଜନଙ୍କ ସହ ନୂଆ ବର୍ଷ ପାଳନ କରୁଛନ୍ତି, ତପସ୍ବିନୀ କିନ୍ତୁ ସ୍ବାମୀ ଦୁଆରେ ନୂଆବର୍ଷ ପାଳୁଛନ୍ତି।

author-image
Manasi Mohapatra
କିଏ ଦେବ ଲୁହର ମୂଲ ?

maxresdefault (12) (1)

2021 ଦେଖିଛି ଜଣେ ବୋହୂର ଲଢ଼େଇ। ସ୍ବାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦ, ଘରର ଏରୁଣ୍ଡି ବନ୍ଧ ଡେଇଁ ଦେଶ ବିଦେଶରେ ପହଞ୍ଚିଲା । ବହୁ ଲୋକ, ବୁହୁ କଥା କହିଲେ। ନିନ୍ଦା ଅପମାନକୁ ପଛରେ ପକାଇ ସ୍ତ୍ରୀ ଅଧିକାର ଦାବିରେ ସ୍ବାମୀଙ୍କ ଦୁଆରେ ଅଡି ବସିଛନ୍ତି ଜଣେ ମହିଳା। ନୂଆବର୍ଷରେ ସମସ୍ତେ ନିଜ ନିଜ ବନ୍ଧୁ ପରିଜନଙ୍କ ସହ ନୂଆ ବର୍ଷ ପାଳନ କରୁଛନ୍ତି, ତପସ୍ବିନୀ କିନ୍ତୁ ସ୍ବାମୀ ଦୁଆରେ ନୂଆବର୍ଷ ପାଳୁଛନ୍ତି।

Advertisment

Odisha Odisha Reporter Bride Protest Sumit Das