Advertisment

ସାର୍ ଭୁଲିଗଲେ ସ୍ୱାଧୀନତା ଦିବସ

ଏମାନେ ଜାଣନ୍ତି ସ୍ୱାଧୀନତାର ଅର୍ଥ। ଏମାନେ ବୁଝନ୍ତି ଦେଶ ମାତୃକାର ଭାଷା। ଏମାନେ ସିନା ରାଜନୈତିକ ନେତାଙ୍କ ପରି ବଡ଼ ବଡ଼ ଭାଷଣ ଦେଇପାରିବେ ନାହିଁ। ହେଲେ ଯେତେବେଳେ ସବୁ ସ୍କୁଲ ଅଫିସରେ ଜାତୀୟ ପତାକା ଉଡିବ ସେତେବେଳେ ଆମ ସ୍କୁଲ ବା ଏଥିରୁ ବାଦ୍ ପଡିବ କେମିତି? ଏହା ବୋଧ ହୁଏ ଥିଲା ଏହି ପିଲାମାନଙ୍କ ଅବିଭାବକଙ୍କ ଚିନ୍ତା। ନହେଲେ ବାଡ଼ିଖଣ୍ଡେ ପୋତି ପତାକା ଉଡ଼ାଇ ଏମିତି ଜୟ ଜୟର ନାରା ଦେଇନଥାନ୍ତେ। ଏ ହେଉଛି […]

ସାର୍ ଭୁଲିଗଲେ ସ୍ୱାଧୀନତା ଦିବସ

august 15

Advertisment

ଏମାନେ ଜାଣନ୍ତି ସ୍ୱାଧୀନତାର ଅର୍ଥ। ଏମାନେ ବୁଝନ୍ତି ଦେଶ ମାତୃକାର ଭାଷା। ଏମାନେ ସିନା ରାଜନୈତିକ ନେତାଙ୍କ ପରି ବଡ଼ ବଡ଼ ଭାଷଣ ଦେଇପାରିବେ ନାହିଁ। ହେଲେ ଯେତେବେଳେ ସବୁ ସ୍କୁଲ ଅଫିସରେ ଜାତୀୟ ପତାକା ଉଡିବ ସେତେବେଳେ ଆମ ସ୍କୁଲ ବା ଏଥିରୁ ବାଦ୍ ପଡିବ କେମିତି? ଏହା ବୋଧ ହୁଏ ଥିଲା ଏହି ପିଲାମାନଙ୍କ ଅବିଭାବକଙ୍କ ଚିନ୍ତା। ନହେଲେ ବାଡ଼ିଖଣ୍ଡେ ପୋତି ପତାକା ଉଡ଼ାଇ ଏମିତି ଜୟ ଜୟର ନାରା ଦେଇନଥାନ୍ତେ। ଏ ହେଉଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତରେ ଥିବା ସରବାପୁଟ ପ୍ରକଳ୍ପ ବିଦ୍ୟାଳୟରେ ପାଳିତ ହୋଇଥିବା ସ୍ୱାଧୀନତା ଦିବସ।

Advertisment

Independence Day August 15
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe