ଦେଶ news ଗାଡ଼ି ସହ ପାଣିରେ ଭାସିଗଲେ ଶିକ୍ଷୟତ୍ରୀ ବନ୍ୟା ପାଣିର ସ୍ରୋତରେ ଭାସିଗଲେ ଶିକ୍ଷୟତ୍ରୀ। ତେଲାଙ୍ଗନାର ଏକ ଅଞ୍ଚଳରେ ବନ୍ୟା ପାଣିର ସ୍ତର ବଢିଥିବା ବେଳେ ସେହି ପାଣିରେ ଗାଡ଼ି ନେଇ ଯାଉଥିଲେ ଶିକ୍ଷୟତ୍ରୀ। ଠିକ୍ ଏ ସମୟରେ ପାଣିର ସ୍ରୋତରେ ଭାସିଯାଇଥିଲେ ଶିକ୍ଷୟତ୍ରୀ ଜଣଙ୍କ। Debendra Prusty 05 Aug 2022 14:54 IST bhasigaleବନ୍ୟା ପାଣିର ସ୍ରୋତରେ ଭାସିଗଲେ ଶିକ୍ଷୟତ୍ରୀ। ତେଲାଙ୍ଗନାର ଏକ ଅଞ୍ଚଳରେ ବନ୍ୟା ପାଣିର ସ୍ତର ବଢିଥିବା ବେଳେ ସେହି ପାଣିରେ ଗାଡ଼ି ନେଇ ଯାଉଥିଲେ ଶିକ୍ଷୟତ୍ରୀ। ଠିକ୍ ଏ ସମୟରେ ପାଣିର ସ୍ରୋତରେ ଭାସିଯାଇଥିଲେ ଶିକ୍ଷୟତ୍ରୀ ଜଣଙ୍କ।Advertisment Odisha Reporter Flash Flood Teacher Washed Away Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ