ଗାଡ଼ି ସହ ପାଣିରେ ଭାସିଗଲେ ଶିକ୍ଷୟତ୍ରୀ

ବନ୍ୟା ପାଣିର ସ୍ରୋତରେ ଭାସିଗଲେ ଶିକ୍ଷୟତ୍ରୀ। ତେଲାଙ୍ଗନାର ଏକ ଅଞ୍ଚଳରେ ବନ୍ୟା ପାଣିର ସ୍ତର ବଢିଥିବା ବେଳେ ସେହି ପାଣିରେ ଗାଡ଼ି ନେଇ ଯାଉଥିଲେ ଶିକ୍ଷୟତ୍ରୀ। ଠିକ୍‌ ଏ ସମୟରେ ପାଣିର ସ୍ରୋତରେ ଭାସିଯାଇଥିଲେ ଶିକ୍ଷୟତ୍ରୀ ଜଣଙ୍କ।