Advertisment

‘ଗଣିତ’ରେ ଦୁର୍ବଳ ଶିକ୍ଷକ

ଶିକ୍ଷିତ ଯୁବକଯୁବତୀ ପ୍ରତିବାଦ କରୁଛନ୍ତି, ଆଉ ଯାହାଙ୍କୁ ପାଠଶାଠ ଜଣାନାହିଁ ସେମାନେ ଶିକ୍ଷକତା କରୁଛନ୍ତି। ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡିକର ନବକଳେବର କରିଛନ୍ତି। ସ୍ମାର୍ଟ କ୍ଲାସ ରୁମ ସାଙ୍ଗକୁ ସ୍ମାର୍ଟ ଶିକ୍ଷାନୀତି। ହେଲେ ଗଣଶିକ୍ଷା ବିଭାଗର ପାଠ୍ୟ ଖସଡ଼ା ଭିତରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଭୁଲି ଯାଇଛନ୍ତି ପାଠପଢା।

author-image
Debendra Prusty
‘ଗଣିତ’ରେ ଦୁର୍ବଳ ଶିକ୍ଷକ

fedana

ଶିକ୍ଷିତ ଯୁବକଯୁବତୀ ପ୍ରତିବାଦ କରୁଛନ୍ତି, ଆଉ ଯାହାଙ୍କୁ ପାଠଶାଠ ଜଣାନାହିଁ ସେମାନେ ଶିକ୍ଷକତା କରୁଛନ୍ତି। ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡିକର ନବକଳେବର କରିଛନ୍ତି। ସ୍ମାର୍ଟ କ୍ଲାସ ରୁମ ସାଙ୍ଗକୁ ସ୍ମାର୍ଟ ଶିକ୍ଷାନୀତି। ହେଲେ ଗଣଶିକ୍ଷା ବିଭାଗର ପାଠ୍ୟ ଖସଡ଼ା ଭିତରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଭୁଲି ଯାଇଛନ୍ତି ପାଠପଢା।

Advertisment

Teachers Ability Math Weakness