Advertisment

‘ମୋତେ କିନ କଲା ଲୋ ବିଜୁ ପୁଅ ନବୀନା’

ଗୀତ ଗାଇ ଗାଇ ପ୍ରତିବାଦ କରୁଛନ୍ତି ଶିକ୍ଷକ। ହାତରେ ତାଳି ପାଟିରେ ନବୀନଙ୍କ ଗୀତ। ରାଜରାସ୍ତାରେ ରାଜ୍ୟ ସରକାରଙ୍କୁ ଶିକ୍ଷକଙ୍କ ପରିସ୍ଥିତି ପାଇଁ ଦାୟୀ କରି ଗୀତ ଗାଇଛନ୍ତି ଶିକ୍ଷକ।

author-image
Debendra Prusty
‘ମୋତେ କିନ କଲା ଲୋ ବିଜୁ ପୁଅ ନବୀନା’

teacher

ଗୀତ ଗାଇ ଗାଇ ପ୍ରତିବାଦ କରୁଛନ୍ତି ଶିକ୍ଷକ। ହାତରେ ତାଳି ପାଟିରେ ନବୀନଙ୍କ ଗୀତ। ରାଜରାସ୍ତାରେ ରାଜ୍ୟ ସରକାରଙ୍କୁ ଶିକ୍ଷକଙ୍କ ପରିସ୍ଥିତି ପାଇଁ ଦାୟୀ କରି ଗୀତ ଗାଇଛନ୍ତି ଶିକ୍ଷକ।

Advertisment

BjD Naveen Patnaik Primary Teachers