Advertisment

୧୦ ବର୍ଷ ପରେ ଜାଣିଲେ ପୁଅ ପୋତାହୋଇଛି

୧୦ ବର୍ଷ ପରେ ମାଟିତଳୁ ମିଳିଲା କଙ୍କାଳ। ୨୦୧୩ରୁ ନିଖୋଜ, ୧୪ରେ ହତ୍ୟା, ୨୨ରେ ଖୋଜାହେଲା ଶବ। ଛେଳି ଚୋରି ଯୋଗୁ ଇଲେକ୍‌ଟ୍ରି କରେଣ୍ଟ ଦେଇ କରାଯାଇଥିଲା ହତ୍ୟା। ହତ୍ୟା କରି ପୋତିଥିବା ଶବର ଅବଶେଷ ମାଟିତଳୁ ମିଳିଲା ୧୦ ବର୍ଷ ପରେ।

author-image
Debendra Prusty
୧୦ ବର୍ଷ ପରେ ଜାଣିଲେ ପୁଅ ପୋତାହୋଇଛି

minor murder

୧୦ ବର୍ଷ ପରେ ମାଟିତଳୁ ମିଳିଲା କଙ୍କାଳ। ୨୦୧୩ରୁ ନିଖୋଜ, ୧୪ରେ ହତ୍ୟା, ୨୨ରେ ଖୋଜାହେଲା ଶବ। ଛେଳି ଚୋରି ଯୋଗୁ ଇଲେକ୍‌ଟ୍ରି କରେଣ୍ଟ ଦେଇ କରାଯାଇଥିଲା ହତ୍ୟା। ହତ୍ୟା କରି ପୋତିଥିବା ଶବର ଅବଶେଷ ମାଟିତଳୁ ମିଳିଲା ୧୦ ବର୍ଷ ପରେ।

Advertisment

Murder Electric Current Minor Murdered