Advertisment

୧୦ ବର୍ଷ ପରେ ଜାଣିଲେ ପୁଅ ପୋତାହୋଇଛି

୧୦ ବର୍ଷ ପରେ ମାଟିତଳୁ ମିଳିଲା କଙ୍କାଳ। ୨୦୧୩ରୁ ନିଖୋଜ, ୧୪ରେ ହତ୍ୟା, ୨୨ରେ ଖୋଜାହେଲା ଶବ। ଛେଳି ଚୋରି ଯୋଗୁ ଇଲେକ୍‌ଟ୍ରି କରେଣ୍ଟ ଦେଇ କରାଯାଇଥିଲା ହତ୍ୟା। ହତ୍ୟା କରି ପୋତିଥିବା ଶବର ଅବଶେଷ ମାଟିତଳୁ ମିଳିଲା ୧୦ ବର୍ଷ ପରେ।

୧୦ ବର୍ଷ ପରେ ଜାଣିଲେ ପୁଅ ପୋତାହୋଇଛି

minor murder

Advertisment

୧୦ ବର୍ଷ ପରେ ମାଟିତଳୁ ମିଳିଲା କଙ୍କାଳ। ୨୦୧୩ରୁ ନିଖୋଜ, ୧୪ରେ ହତ୍ୟା, ୨୨ରେ ଖୋଜାହେଲା ଶବ। ଛେଳି ଚୋରି ଯୋଗୁ ଇଲେକ୍‌ଟ୍ରି କରେଣ୍ଟ ଦେଇ କରାଯାଇଥିଲା ହତ୍ୟା। ହତ୍ୟା କରି ପୋତିଥିବା ଶବର ଅବଶେଷ ମାଟିତଳୁ ମିଳିଲା ୧୦ ବର୍ଷ ପରେ।

Advertisment

Minor Murdered Electric Current Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe