Advertisment

ଥରୁର ଆଉଟ୍ ଭକ୍ତ ଇନ୍

କଂଗ୍ରେସର ନୂତନ ଷ୍ଟିଅରିଂ କମିଟିରେ ଏଆଇସିସି ସଭାପତି ନିର୍ବାଚନ ଲଢ଼ିଥିବା ଶଶୀ ଥରୁରଙ୍କୁ ସାମିଲ କରାଯାଇ ନାହିଁ। ବରଂ ଥରୁରଙ୍କ ବଦଳରେ ଓଡ଼ିଶା କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ଏଥିରେ ସାମିଲ କରାଯାଇଛି।

author-image
Debendra Prusty
ଥରୁର ଆଉଟ୍ ଭକ୍ତ ଇନ୍

bhakta

କଂଗ୍ରେସର ନୂତନ ଷ୍ଟିଅରିଂ କମିଟିରେ ଏଆଇସିସି ସଭାପତି ନିର୍ବାଚନ ଲଢ଼ିଥିବା ଶଶୀ ଥରୁରଙ୍କୁ ସାମିଲ କରାଯାଇ ନାହିଁ। ବରଂ ଥରୁରଙ୍କ ବଦଳରେ ଓଡ଼ିଶା କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ଏଥିରେ ସାମିଲ କରାଯାଇଛି।

Advertisment

Aicc Steering Committee Bhakta Das Congress Shashi Tharoor