Advertisment

ସାଙ୍ଗମାନେ ଗ୍ଲୁକୋଜରେ କନିଅର ଫଳ ଓ ଦୁଦୁରା ଫୁଲ ମିଶାଇ ଖୁଆଇ ଦେଲେ

ନୂଆପଡ଼ା: ସ୍କୁଲରେ ଜଣେ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଗ୍ଲୁକୋଜ ସହ କନିଅର ଫଳ ଓ ଦୁଦୁରା ଫୁଲ ଖାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତ ଛାତ୍ରଙ୍କ ପରିବାର ଲୋକେ ଏପରି ଅଭିଯୋଗ ଆଣିଛନ୍ତି। ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତ ସ୍କୁଲରେ। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ନାଁ ଅଭୟ କୁମାର ବାଗ। ସେ ଅଷ୍ଟମ ଶ୍ରେଣୀରେ […]

ଅଦ୍ୟତନ ହୋଇଛି
ସାଙ୍ଗମାନେ ଗ୍ଲୁକୋଜରେ କନିଅର ଫଳ ଓ ଦୁଦୁରା ଫୁଲ ମିଶାଇ ଖୁଆଇ ଦେଲେ
Advertisment

ନୂଆପଡ଼ା: ସ୍କୁଲରେ ଜଣେ ଛାତ୍ରଙ୍କୁ ଅନ୍ୟ ଛାତ୍ରମାନେ ଗ୍ଲୁକୋଜ ସହ କନିଅର ଫଳ ଓ ଦୁଦୁରା ଫୁଲ ଖାଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତ ଛାତ୍ରଙ୍କ ପରିବାର ଲୋକେ ଏପରି ଅଭିଯୋଗ ଆଣିଛନ୍ତି। ଘଟଣାଟି ଘଟିଛି ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତ ସ୍କୁଲରେ। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଏବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କ ନାଁ ଅଭୟ କୁମାର ବାଗ। ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି।

Advertisment

Poison
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe