/odisha-reporter/media/post_attachments/uploads/2022/12/old-car-e1670843952297.jpg)
old car
ପୁରୁଣା ଗାଡ଼ି ଚଢୁଛନ୍ତି କି । ରେଜିଷ୍ଟ୍ରେସନ ସମୟସୀମା ସରିଯାଇଥିଲେ ଗାଡି ନେଇଯିବେ ସରକାର । ୨୦୨୩ରୁ ଲାଗୁ ହେବାକୁ ଯାଉଛି ସ୍କ୍ରାପିଙ୍ଗ୍ ନୀତି । ଯେଉଁଥିରେ ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପ୍ ପାଲଟିଯିବ । ଏଥିପାଇଁ ନିକଟରେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସ୍କ୍ରାପିଙ୍ଗ୍ ପଲିସି । କଣ ଏହି ପଲିସି ଦେଖି ନିଅନ୍ତୁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
