ଆପଣଙ୍କ ପୁରୁଣା ଗାଡ଼ି ନେଇଯିବେ ସରକାର !
ପୁରୁଣା ଗାଡ଼ି ଚଢୁଛନ୍ତି କି । ରେଜିଷ୍ଟ୍ରେସନ ସମୟସୀମା ସରିଯାଇଥିଲେ ଗାଡି ନେଇଯିବେ ସରକାର । ୨୦୨୩ରୁ ଲାଗୁ ହେବାକୁ ଯାଉଛି ସ୍କ୍ରାପିଙ୍ଗ୍ ନୀତି । ଯେଉଁଥିରେ ୧୫ ବର୍ଷ ପୁରୁଣା ଗାଡ଼ି ସ୍କ୍ରାପ୍ ପାଲଟିଯିବ । ଏଥିପାଇଁ ନିକଟରେ ରାଜ୍ୟ ସରକାର ଆଣିଛନ୍ତି ନୂଆ ସ୍କ୍ରାପିଙ୍ଗ୍ ପଲିସି । କଣ ଏହି ପଲିସି ଦେଖି ନିଅନ୍ତୁ ।

https://youtu.be/gVIkD9PJLwg