Advertisment

ନିଦରେ ‘ନିରାମୟ’ କର୍ମଚାରୀ, ଔଷଧ ମାଗି ମାଗି ରୋଗୀଙ୍କ ସମ୍ପର୍କୀୟ ହାଲିଆ

ବ୍ରହ୍ମପୁର: “ଭାଇ ମେଡିସନ୍‌ ଦିଅ,ଏମରଜେନ୍ସି ଅଛି, ଯଦି ମେଡିସନ୍‌ ନଥିବ ମୁଁ ବାହାରୁ କିଣିବି।” କିଛି ଥର ଏମିତି କହି କବାଟକୁ ବାଡ଼େଇ ଥିଲେ ରୋଗୀଙ୍କ ସମ୍ପର୍କୀୟ। ହେଲେ ଡାକ୍ତରଖାନାରେ ନିରାମୟ ଔଷଧ କାଉଣ୍ଟରରେ ବସିଥିବା କର୍ମଚାରୀ ଜଣଙ୍କ କିଛି ଶୁଣି ନଥିଲେ। କାରଣ ସେ ସେଠାରେ ଚୌକିରେ ବସି ଗଭୀର ନିଦରେ ଶୋଇପଡ଼ିଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ନିରାମୟ ଔଷଧ କାଉଣ୍ଟରରେ। ଆଉ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ […]

author-image
Manoj Swain
ନିଦରେ ‘ନିରାମୟ’ କର୍ମଚାରୀ, ଔଷଧ ମାଗି ମାଗି ରୋଗୀଙ୍କ ସମ୍ପର୍କୀୟ ହାଲିଆ

ବ୍ରହ୍ମପୁର: “ଭାଇ ମେଡିସନ୍‌ ଦିଅ,ଏମରଜେନ୍ସି ଅଛି, ଯଦି ମେଡିସନ୍‌ ନଥିବ ମୁଁ ବାହାରୁ କିଣିବି।” କିଛି ଥର ଏମିତି କହି କବାଟକୁ ବାଡ଼େଇ ଥିଲେ ରୋଗୀଙ୍କ ସମ୍ପର୍କୀୟ। ହେଲେ ଡାକ୍ତରଖାନାରେ ନିରାମୟ ଔଷଧ କାଉଣ୍ଟରରେ ବସିଥିବା କର୍ମଚାରୀ ଜଣଙ୍କ କିଛି ଶୁଣି ନଥିଲେ। କାରଣ ସେ ସେଠାରେ ଚୌକିରେ ବସି ଗଭୀର ନିଦରେ ଶୋଇପଡ଼ିଥିଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲର ନିରାମୟ ଔଷଧ କାଉଣ୍ଟରରେ। ଆଉ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

Medical Staf