Advertisment

ସ୍କୁଲରେ ପାର୍କର ଭ୍ରମ

ଯେଉଁଆଡ଼େ ଦେଖିବ , ନାନା ପ୍ରକାରର ଫୁଲର ସମ୍ଭାର । ଗେଣ୍ଡୁ, ସେବତୀ, ଡାଲିଆ, ମନ୍ଦାର , ହେନା ମଲ୍ଲୀ ଭଳି 30ରୁ ଅଧିକ ପ୍ରଜାତିର ଫୁଲଗଛ ଏହି ସ୍ଥାନରେ ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । ହେଲେ ଏହା କୌଣସି ପାର୍କ ନୁହେଁ । ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ବଗିଚା ।

author-image
Manasi Mohapatra
ଅଦ୍ୟତନ ହୋଇଛି
ସ୍କୁଲରେ ପାର୍କର ଭ୍ରମ

RKL PKG thumb

ଯେଉଁଆଡ଼େ ଦେଖିବ , ନାନା ପ୍ରକାରର ଫୁଲର ସମ୍ଭାର । ଗେଣ୍ଡୁ, ସେବତୀ, ଡାଲିଆ, ମନ୍ଦାର , ହେନା ମଲ୍ଲୀ ଭଳି 30ରୁ ଅଧିକ ପ୍ରଜାତିର ଫୁଲଗଛ ଏହି ସ୍ଥାନରେ ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । ହେଲେ ଏହା କୌଣସି ପାର୍କ ନୁହେଁ । ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ବଗିଚା ।

Advertisment

Odisha Reporter School