ସ୍କୁଲରେ ପାର୍କର ଭ୍ରମ

ଯେଉଁଆଡ଼େ ଦେଖିବ , ନାନା ପ୍ରକାରର ଫୁଲର ସମ୍ଭାର । ଗେଣ୍ଡୁ, ସେବତୀ, ଡାଲିଆ, ମନ୍ଦାର , ହେନା ମଲ୍ଲୀ ଭଳି 30ରୁ ଅଧିକ ପ୍ରଜାତିର ଫୁଲଗଛ ଏହି ସ୍ଥାନରେ ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । ହେଲେ ଏହା କୌଣସି ପାର୍କ ନୁହେଁ । ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ବଗିଚା ।

RKL PKG thumb

Manasi Mohapatra
  • Published: Wednesday, 24 February 2021
  • , Updated: 24 February 2021, 05:06 PM IST

ଯେଉଁଆଡ଼େ ଦେଖିବ , ନାନା ପ୍ରକାରର ଫୁଲର ସମ୍ଭାର । ଗେଣ୍ଡୁ, ସେବତୀ, ଡାଲିଆ, ମନ୍ଦାର , ହେନା ମଲ୍ଲୀ ଭଳି 30ରୁ ଅଧିକ ପ୍ରଜାତିର ଫୁଲଗଛ ଏହି ସ୍ଥାନରେ ଏକ ପାର୍କର ଭ୍ରମ ସୃଷ୍ଟି କରୁଛି । ହେଲେ ଏହା କୌଣସି ପାର୍କ ନୁହେଁ । ଏ ହେଉଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ବଗିଚା ।

https://www.youtube.com/watch?v=uP1v9xOCnv4

Related story