Advertisment

ଚକାଚକ୍‌ ସହର ଭିତରେ ନାଳରେ ପଡ଼ିଗଲେ କୋରିଆ ଫଟୋଗ୍ରାଫର

ଭୁବନେଶ୍ୱର: ବିଶ୍ୱକପ୍‌ ହକି ପାଇଁ ସାଧବ ବୋହୂଟିଏ ପରି ସଜେଇ ହୋଇଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। ଚକାଚକ୍‌ ହୋଇଛି ରାସ୍ତାଘାଟ। ଏଲ୍‌ଇଡ୍‌ ଲାଇଟ୍‌ରେ ଝଲମଲ୍‌ କରୁଛି ପୂରା ସହର। ରଙ୍ଗୀନ ଆଲୋକରେ ଝଲସୁଛି ରାସ୍ତାକଡ଼ର ଗଛ। ରାଜଧାନୀକୁ ସୁନ୍ଦର ଭାବେ ସଜେଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ହେଲେ ନର୍ଦ୍ଦମା ଉପରେ ସ୍ଲାବ୍‌ ପକାଇବାକୁ ଭୁଲି ଯାଇଛନ୍ତି ସରକାର। ଯେଉଁଥିପାଇଁ କୋରିଆର ଜଣେ ଫଟୋଗ୍ରାଫର ନର୍ଦ୍ଦମାରେ ଗଳି ପଡ଼ିଥିବା ଦେଖିବାକୁ ମିଳିଛି।

Bmc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe