Advertisment

ଫିକା ପଡିବ ନୂଆବର୍ଷ !

ମୁଣ୍ଡ ଉପରେ ମେଗା ଇଭେଣ୍ଟ। ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି ଓଡିଶା। ସାରା ବିଶ୍ୱର ଖେଳାଳିଙ୍କ ସାଙ୍ଗକୁ ପ୍ରଶଂସକଙ୍କ ସୁଅ ଓଡିଶା ଆଡକୁ ଛୁଟିବ। ଦେଶ ବିଦେଶରୁ ଆସିବେ ସମର୍ଥକ। ଠିକ ଏତିକି ବେଳେ ଦେଖାଦେଇଛି କୋଭିଡ ଭୟ।

author-image
Hemant Lenka
ଫିକା ପଡିବ ନୂଆବର୍ଷ !

ମୁଣ୍ଡ ଉପରେ ମେଗା ଇଭେଣ୍ଟ। ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି ଓଡିଶା। ସାରା ବିଶ୍ୱର ଖେଳାଳିଙ୍କ ସାଙ୍ଗକୁ ପ୍ରଶଂସକଙ୍କ ସୁଅ ଓଡିଶା ଆଡକୁ ଛୁଟିବ। ଦେଶ ବିଦେଶରୁ ଆସିବେ ସମର୍ଥକ। ଠିକ ଏତିକି ବେଳେ ଦେଖାଦେଇଛି କୋଭିଡ ଭୟ।

Advertisment

Coronavirus Cases