Advertisment

12 ବର୍ଷରେ ମୁଣ୍ଡାଇଥିଲେ ପରିବାରର ବୋଝ

ବ୍ରାହ୍ମଣ ଘରର ପାଞ୍ଚ ଝିଅ ଭିତରେ ତାଙ୍କ ନମ୍ବର ହେଉଛି ତିନି। ପିଲାବେଳୁ ଧମନୀରେ ବୋହୁଥିଲା ଅଭିନୟର ରକ୍ତ। ବାପା ଥିଲେ ଯାତ୍ରା ଦୁନିଆର ପ୍ରତିଷ୍ଠିତ ଅଭିନେତା ତଥା ଶାରଳା ପାର୍ଟିର ମାଲିକ ଶଙ୍କର୍ଷଣ ପଣ୍ଡା। କିନ୍ତୁ ମା’ଙ୍କ ଅକାଳ ମୃତ୍ୟୁ ପରେ ଏବର ଯଲିଉଡ୍ ସୁପରଷ୍ଟାର୍ ରୀନା ପଣ୍ଡାଙ୍କ ପାଇଁ ଶୈଶବର ଜୀବନ ହୋଇ ଉଠିଥିଲା ଏକଦମ୍ ଦୁର୍ବିସହ। ଏହାପରେ ତାଙ୍କ ଜୀବନ କେଁ କେଉଁ ମୋଡ ଦେଇ ଗତି କରିଛି ଦେଖନ୍ତୁ ଏହି ରିପୋର୍ଟରେ।

author-image
Manasi Mohapatra
ଅଦ୍ୟତନ ହୋଇଛି
12 ବର୍ଷରେ ମୁଣ୍ଡାଇଥିଲେ ପରିବାରର ବୋଝ

sddefault (1)

ବ୍ରାହ୍ମଣ ଘରର ପାଞ୍ଚ ଝିଅ ଭିତରେ ତାଙ୍କ ନମ୍ବର ହେଉଛି ତିନି। ପିଲାବେଳୁ ଧମନୀରେ ବୋହୁଥିଲା ଅଭିନୟର ରକ୍ତ। ବାପା ଥିଲେ ଯାତ୍ରା ଦୁନିଆର ପ୍ରତିଷ୍ଠିତ ଅଭିନେତା ତଥା ଶାରଳା ପାର୍ଟିର ମାଲିକ ଶଙ୍କର୍ଷଣ ପଣ୍ଡା। କିନ୍ତୁ ମା’ଙ୍କ ଅକାଳ ମୃତ୍ୟୁ ପରେ ଏବର ଯଲିଉଡ୍ ସୁପରଷ୍ଟାର୍ ରୀନା ପଣ୍ଡାଙ୍କ ପାଇଁ ଶୈଶବର ଜୀବନ ହୋଇ ଉଠିଥିଲା ଏକଦମ୍ ଦୁର୍ବିସହ। ଏହାପରେ ତାଙ୍କ ଜୀବନ କେଁ କେଉଁ ମୋଡ ଦେଇ ଗତି କରିଛି ଦେଖନ୍ତୁ ଏହି ରିପୋର୍ଟରେ।

Advertisment

Odisha Reporter