ଘରୋଇ ସଂସ୍ଥାର ପୁରସ୍କାରରେ ଅଶୋକ ସ୍ତମ୍ଭ ବେଆଇନ!

ମୁଖ୍ୟମନ୍ତ୍ରୀଙ୍କୁ କେମିତି ଦିଆଗଲା ଅଶୋକ ସ୍ତମ୍ଭ ପୁରସ୍କାର? ରାଷ୍ଟ୍ରୀୟ ପ୍ରତୀକ ଆଇନ, ୨୦୦୫ର କିଭଳି ହେଲା ଉଲ୍ଲଂଘନ? ଆଇନ ଜାଣିଥିବା ଲୋକଙ୍କ ଉପସ୍ଥିତିରେ କେମିତି ହେଲା ଭୁଲ?