Advertisment

ଶାହା ଯେଉଁଠି ନବୀନ ସେଇଠି

ଶାହା ଯେଉଁଠି ନବୀନ ସେଇଠି। ଚାଲିଛି ପୋଷ୍ଟର ଓ୍ୱାର। କଟକ ରାଜନୀତିରେ ହଲଚଲ। ସହର ଗେରୁଆମୟ ହେବା ପରେ ଚିହିଁକି ଉଠିଛି ବିଜେଡି। ରାତାରାତି ଲାଗିଲା ନବୀନଙ୍କ ପୋଷ୍ଟର। ପୋଷ୍ଟରରେ ଛାଇ ଗଲାଣି ସିଲଭର ସିଟି।

author-image
Debendra Prusty
ଶାହା ଯେଉଁଠି ନବୀନ ସେଇଠି

naveen shah

ଶାହା ଯେଉଁଠି ନବୀନ ସେଇଠି। ଚାଲିଛି ପୋଷ୍ଟର ଓ୍ୱାର। କଟକ ରାଜନୀତିରେ ହଲଚଲ। ସହର ଗେରୁଆମୟ ହେବା ପରେ ଚିହିଁକି ଉଠିଛି ବିଜେଡି। ରାତାରାତି ଲାଗିଲା ନବୀନଙ୍କ ପୋଷ୍ଟର। ପୋଷ୍ଟରରେ ଛାଇ ଗଲାଣି ସିଲଭର ସିଟି।

Advertisment

Naveen Patnaik Amit Shah Bjd Politics