ଶାହା ଯେଉଁଠି ନବୀନ ସେଇଠି

ଶାହା ଯେଉଁଠି ନବୀନ ସେଇଠି। ଚାଲିଛି ପୋଷ୍ଟର ଓ୍ୱାର। କଟକ ରାଜନୀତିରେ ହଲଚଲ। ସହର ଗେରୁଆମୟ ହେବା ପରେ ଚିହିଁକି ଉଠିଛି ବିଜେଡି। ରାତାରାତି ଲାଗିଲା ନବୀନଙ୍କ ପୋଷ୍ଟର। ପୋଷ୍ଟରରେ ଛାଇ ଗଲାଣି ସିଲଭର ସିଟି।